Author: NAZMEEN PARWEEN

ଶୀତ ଲହରୀ ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କନ୍ଧମାଳର ହିଲ୍ ଷ୍ଟେସନ ଜି ଉଦୟଗିରିରେ ସର୍ବାଧିକ ୪.୮ ଡିଗ୍ରୀ, କୋରାପୁଟର ସେମିଳିଗୁଡାରେ ୬.୬ ଡିଗ୍ରୀ, ରାଉରକେଲାରେ ୭ ଡିଗ୍ରୀ, ଝାରସୁଗୁଡ଼ାରେ ୮ ଡିଗ୍ରୀ, ସୋନପୁରର ଚିପିଲିମାରେ ୮.୮ ଡିଗ୍ରୀ, କେନ୍ଦୁଝରରେ ୯.୫ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ରେ ୯.୭ ଡିଗ୍ରୀ, ସୁନ୍ଦରଗଡ଼ର କିରେଇରେ ୯.୮ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ର କିରେଇରେ ୯.୮ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ରେ ୯.୮ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ରେ ୯.୮ ଡିଗ୍ରୀ ସେଲସିୟସ ଓ ଅନୁଗୁଳରେ ୯.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ବଲାଙ୍ଗୀର ଓ ଭବାନୀପାଟଣାରେ ପାରଦ ୧୧ ଡିଗ୍ରି, ବାରିପଦା, ଭଦ୍ରକ ଓ ଢେଙ୍କାନାଳରେ ୧୨ ଡିଗ୍ରି ତଳକୁ ଖସିଛି। ଢେଙ୍କାନାଳ…

Read More