Author: NAZMEEN PARWEEN

ଆଜିକାଲି ଅଧିକାଂଶ ଲୋକ ସମୟ ବଞ୍ଚାଇବା ପାଇଁ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । କାରଣ ପରିବହନର ସବୁଠାରୁ ଦ୍ରୁତ ମାଧ୍ୟମ ହେଉଛି ବିମାନ । ଏହା ସହିତ, ଦୂର ଦୂରାନ୍ତର ଯାତ୍ରା ଖୁବ କମ୍ ସମୟରେ ଶେଷ ହୋଇଥାଏ । ହେଲେ ଆଜି ବି ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା କରିବା ସ୍ୱପ୍ନ ସହ ସମାନ ହୋଇଥାଏ । ତେବେ ଗତ କିଛି ବର୍ଷ ହେବ ଏୟାରଲାଇନ୍ସ କମ୍ପାନୀମାନେ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଅଫର୍ସ ନେଇଆସୁଛନ୍ତି । କିନ୍ତୁ ଯଦି ଆମେ କହୁ ଆପଣ ମାତ୍ର ୧୪୦୦ ଟଙ୍କାରେ ବିମାନ ଯାତ୍ରା କରି କରିପାରିବେ, ହୁଏତ ଆପଣ ବିଶ୍ୱାସ ବି କରିପାରୁନଥିବେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଯଦି ଆପଣ ମଧ୍ୟ ବିମାନରେ ଯାତ୍ରା କରିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ବଜେଟକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ…

Read More