Author: NAZMEEN PARWEEN

ଇସ୍ତଫା ଦେବେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । କୌଣସି ମୁହୂର୍ତ୍ତରେ ଇସ୍ତଫା ବିଷୟରେ ସ୍ପଷ୍ଟ କରିବେ ବୋଲି ଘୋଷଣା କରି କହିଛନ୍ତି । ଦି ଗ୍ଲୋବ ଏବଂ ମେଲର ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଦିନ ଜାତୀୟ କକସ ବୈଠକ ପୂର୍ବରୁ ଲିବରାଲ ଦଳର ନେତା ଭାବରେ ଇସ୍ତଫା ଦାଖଲ କରିବେ।  ବିଶେଷ ସୂତ୍ରରୁ ଜଣାପଡିଛି ଯେ ଟ୍ରୁଡୋଙ୍କୁ ଜାତୀୟ କକସ୍ ବୈଠକରେ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଟ୍ରୁଡୋ ଅନୁଭବ କରିଛନ୍ତି ଯେ ସେ କକ୍କସ୍ ବୈଠକ ପୂର୍ବରୁ ତାଙ୍କ ଇସ୍ତଫା ସମ୍ପର୍କରେ ଏକ ବିବୃତ୍ତି ଦେବା ଉଚିତ । ଯାହା ଦ୍ୱାରା ଅନୁଭବ ନେହେଉ କି, ସେ ତାଙ୍କ ଦଳର ସାଂସଦଙ୍କ ଦ୍ୱାରା ବହିଷ୍କୃତ ହୋଇଛନ୍ତି । ସୂଚନା ଥାଉକି, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ତାଙ୍କ…

Read More