Author: NAZMEEN PARWEEN

ଫୁଲବାଣୀର ସମାଜସେବୀ ଭିକାରି ତୁଳା ମାଉସୀଙ୍କ ଫଟୋ ୨୦୨୫ ପାଇଁ ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଛି। ଜାନୁଆରୀ ୨୦୨୫ ମାସର କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଲା ମାଉସୀ ହାତ ମିଳାଉଥିବାର ଫଟୋ ପ୍ରକାଶ ପାଇଛି । ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାନୁଆରୀ ୬ ରେ ଆନୁଷ୍ଠାନିକ ଭାବେ ଏହି କ୍ୟାଲେଣ୍ଡର କୁ ଉନ୍ମୋଚନ କରିଥିଲେ । କ୍ୟାଲେଣ୍ଡରରେ ସମାଜସେବୀ ଭିକାରିଙ୍କ ଛବିକୁ ଚାରିଆଡ଼େ ପ୍ରଶଂସା କରାଯିବା ସହ ଫୁଲବାଣୀବାସୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି। ତୁଳା ମାଉସୀ ଏହି ଘଟଣାରେ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବେ ବି ସହରର ମନ୍ଦିର ଆଗରେ ଭିକ ମାଗୁଥିବା ମାଉସୀ ଏହି ଅଞ୍ଚଳରେ ଭିକାରିମାନଙ୍କ ପାଇଁ ଆଶ୍ରମ ନିର୍ମାଣ କରିବାକୁ ମୋଦିଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ମୌସୀ ଏହି ସଂଗ୍ରହର କିଛି ଅଂଶ ଭିକ୍ଷାବୃତ୍ତିରୁ ସଞ୍ଚୟ କରି…

Read More