Author: NAZMEEN PARWEEN

ଜୀ ସାର୍ଥକ ପ୍ରତିଟି ଓଡ଼ିଆଙ୍କର ପ୍ରଥମ ପସନ୍ଦର ଚ୍ୟାନେଲ l ତେଣୁ ଲୋକଙ୍କ ପସନ୍ଦକୁ ଧ୍ୟାନରେ ରଖି ଲୋକଧର୍ମୀ ମନୋରଞ୍ଜନ କାର୍ଯ୍ୟକ୍ରମ ବା ଧାରାବାହିକକୁ ଟିଭି ପରଦାରେ ଭେଟି ଦେଇଥାଏ ଜୀ ସାର୍ଥକ । ସବୁଥର କାହାଣୀରେ ନୂତନତ୍ତ୍ବ ଓ ରୋମାଞ୍ଚ ଆଣିଥାଏ ଜୀ ସାର୍ଥକ, ଯାହାକୁ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରି ଧାରାବାହିକକୁ ଉପଭୋଗ କରିଥାନ୍ତି । ସୋମବାରରୁ ଶନିବାର ରାତି ୮.୩୦ ମିନିଟରେ ଦର୍ଶକ ଏହାକୁ ଜୀ ସାର୍ଥକରେ ଦେଖିବାକୁ ପାଉଛନ୍ତି, ତେବେ ଏହି ଧାରାବାହିକରେ ଏବେ ଆସିବାକୁ ଯାଉଛି ନୂଆ ମୋଡ଼ ଯାହା କାହାଣୀକୁ ଆଗାମୀ ଅଧ୍ୟାୟରେ ଏକ ରୋମାଞ୍ଚକର ମୋଡ଼କୁ ନେଇଯାଉଛି । ‘ତୁ ଖରା ମୁଁ ଛାଇ’ କାହାଣୀରେ ଆପଣ ଦେଖିଥିଲେ ମାନିନୀ ତାଙ୍କ ଗାଁ ଛାଡି ବାପାଙ୍କ ଚିକିତ୍ସା ପାଇଁ ଆସି ପହଞ୍ଚିଛି ଭୁବନେଶ୍ବରକୁ । ଅଭିଙ୍କ ଦାଦା ଶଶୀଙ୍କ ସାହାଯ୍ୟରେ ମାନିନୀ ବାପାଙ୍କ ଚିକିତ୍ସା ମଧ୍ୟ ସରିଛି କିନ୍ତୁ…

Read More