Author: NAZMEEN PARWEEN

ସଲମାନ ଖାନ ହୋଷ୍ଟେଡ୍ ଶୋ ‘ବିଗ୍ ବସ୍ ୧୮’କୁ ମିଳିଯାଇଛି ବିଜେତା । ଶୋ’ର ଟ୍ରଫି ଜିତିଛନ୍ତି କରଣବୀର ମେହେରା । ପ୍ରଶଂସକମାନେ ଯାହା ଆଶା କରିଥିଲେ, ଶେଷରେ ତାହା ହିଁ ହୋଇଛି । କରଣ ଟ୍ରଫି ସହ ୫୦ ଲକ୍ଷ ଟଙ୍କା କ୍ୟାଶ୍ ପ୍ରାଇଜ୍ ଘରକୁ ନେଇଛନ୍ତି । ଶୋ’ର ରନର୍ ଅପ୍ ହୋଇଛନ୍ତି ଭିଭିୟାନ୍ ଡିସେନା । ଦୁଇ ଜଣଙ୍କର ଜର୍ଣ୍ଣି ଶୋ’ରେ ଅତ୍ୟନ୍ତ ଚମତ୍କାର ଥିଲା । ସବୁ ଥର ପରି ଏଥର ମଧ୍ୟ ସଲମାନ ବିଜେତାଙ୍କ ନାମ ଘୋଷଣା କରିବାକୁ ବହୁ ସମୟ ଧରି ଫ୍ୟାନମାନଙ୍କୁ ଅପେକ୍ଷା କରାଇଥିଲେ । ଶେଷରେ ବାଜି ମାରିନେଇଥିଲେ କରଣବୀର ମେହେରା । ‘ବିଗ୍ ବସ୍ ୧୮’ର ଟ୍ରଫି ସହ ୫୦ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି କରଣବୀର । ବିଜେତା ଘୋଷଣା ବେଳେ ପାଖରେ ଠିଆ ହୋଇଥିବା ଭିଭିୟାନଙ୍କ ଚେହେରା ସାମାନ୍ୟ ନିରାଶ ଜଣାପଡ଼ିଥିଲା । ପ୍ରଶଂସକମାନେ ଭିଭିୟାନ…

Read More