Author: NAZMEEN PARWEEN

ଏସଟିଏଫ ପଞ୍ଝାରେ ଗଞ୍ଜେଇ ବେପାରି । ତିନି ଗଞ୍ଜେଇ ବେପାରୀଙ୍କୁ ରାଜଧାନୀରୁ ଗିରଫ କଲା ଏସଟିଏଫ । ବାହାରକୁ ଚାଲାଣ ବେଳେ ମାଡିବସିଲା ଟିମ୍ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଏସଟିଏଫ ଏସପି ରବି ଶତପଥୀ ସୂଚନା ଦେଇଛନ୍ତି । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା STF । ବିଶେଷସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଚଢାଉ କରିଥିଲା । ଏକ କାରରେ ୩ଜଣ ଯାଉଥିବାବେଳେ ଚଢାଉ ହୋଇଥିଲା । ଚୋରା ଚାଲାଣରେ ବ୍ୟବହୃତ କାର ମଧ୍ୟ ଜବତ କରାଯାଇଛି । ସେହିପରି ଗତ କିଛି ଦିନ ତଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜର୍ମାନୀ ପ୍ରସ୍ତୁତ ମାରିଜୁଆନା ଜବତ କରାଯାଇଥିଲା । ୪ କୋଟି ଟଙ୍କାର ନିଶା ଦ୍ରବ୍ୟବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ବିମାନବନ୍ଦରରେ ଧରା ପଡିଲାଥିଲା । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲଗେଜ୍‌ ଯାଞ୍ଚ କଲାବେଳେ କିଛି ବିସ୍କୁଟ୍‌ ପ୍ୟାକେଟ୍‌ରୁ…

Read More