Author: NAZMEEN PARWEEN

ମଦ ପାଇଁ ଆଗୁଆ ମନ୍ତ୍ରୀ ମୋହଦୟ। ମନ୍ତ୍ରୀଙ୍କ କହିବା ଅନୁସାରେ ଏଣିକି ମଦ ଆଉ କାଚ ବୋତଲରେ ମିଳିବନି, ତେବେ କେମିତି ମିଳିବ? ତେବେ ଆଗକୁ ମଦ କାଗଜ ପ୍ୟାକେଟରେ ଅର୍ଥାତ ଟେଟ୍ରା ପ୍ୟାକରେ ବିକ୍ରି ହେବ। ଯେପରି ଜୁସ ବା ଫଳରସ ବିକ୍ରି ହେଉଛି। ମନ୍ତ୍ରୀ ମୋହଦୟଙ୍କ ଏହି ନଷ୍ପତିକୁ ଜନତା ସାଲୁଟ ମାରିବାକୁ ନିହାତି ଇଚ୍ଛା ପ୍ରକାଶ କରିବ। କାହିଁକି ନାଁ ମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ମଦ ଆଜି ରାଜ୍ୟରେ ଏତେ ଆଗକୁ ଯିବ ଯେ ସିଧା ସ୍କୁଲ, ଅଫିସ, ପବ୍ଲିକ ପ୍ଲେସରେ ଖୋଲାମେଲା ଭାବେ ଦେଖିବାକୁ ମିଳିବ। ରାଜ୍ୟର ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ପାଖରେ ଏବେ ତିନୋଟି ବିଭାଗ ଅଛି । ଆଇନ, ପୁର୍ତ୍ତ ଏବଂ ଅବକାରୀ । ଆଇନ ବିଭାଗ କଥା ତ ନକହିବା ଭଲ । ପୃଥ୍ୱୀରାଜ ହରିଚନ୍ଦନ ନିଜେ ଆଇନ ମନ୍ତ୍ରୀ, ଏବଂ ତାଙ୍କ ପୁଅ ସରକାରୀ ଓକିଲ। ଆଇନ ମନ୍ତ୍ରୀ…

Read More