Author: NAZMEEN PARWEEN

ହିନ୍ଦୁ ଧର୍ମରେ ପୂଜା ଅର୍ଚ୍ଚନାକୁ ପ୍ରାଧାନ୍ୟ ଦିଆ ଯାଇଥାଏ । ଅନେକ ଗୁଡିଏ ମନ୍ଦିରରେ ପାରୁପୂର୍ଣ୍ଣ ଆମ ଦେଶ । ସମସ୍ତଙ୍କର ପୂଜା ପ୍ରଣାଳୀ ଅଲଗା ପ୍ରକାରର ରହିଥାଏ । ଏ ସବୁ ମଧ୍ୟରେ ରହିଛି ବହୁ ପୁରାତନ କାଳରୁ ଚାଲି ଆସୁଥିବା ବଳି ପ୍ରଥା । ନିଜ ଆରାଧ୍ୟ ଦେବା ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ବଳି ଦେଇଥାନ୍ତି । ହିନ୍ଦୁ ଧର୍ମର ଅନେକ ବେଦ , ଗ୍ରନ୍ଥ ଓ ପୁରାଣ ଗୁଡିକରେ ବଳି ପ୍ରଥା ବିଷୟରେ ଉଲ୍ଲେଖ ରହିଛି । ନର ବଳି ଓ ପଶୁ ବଳି ଦେବାର ନିୟମ ଅନେକ ସଂପ୍ରଦାୟରେ ରହିଛି । ସମୟ ହିସାବରେ ନିୟମ ବଦଳିଲା ଓ ବଳି ପ୍ରଥା ଉପରେ କଟକଣା ଲାଗିଲା । ୨୦୦୪ ରେ ସମ୍ପୂର୍ଣ ଭାବରେ ଜୀବନ୍ତ ପ୍ରାଣୀ ଓ ପଶୁ ବଳିକୁ ବନ୍ଦ କରି ଦିଆ ଯାଇଛି । ତଥାପି ଭାରତରେ ଏମିତି କିଛି…

Read More