Author: NAZMEEN PARWEEN

ନିକଟରେ ପ୍ରିୟଦର୍ଶନଙ୍କ ସହ ବହୁ ପ୍ରତୀକ୍ଷିତ ହେରା ଫେରି-୩ର ଆନୁଷ୍ଠାନିକ ନିଶ୍ଚିତତା ଚଳଚ୍ଚିତ୍ର ପ୍ରେମୀଙ୍କୁ ରୋମାଞ୍ଚିତ କରିଛି। ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ପରେଶ ରାଓ୍ଵଲ ଯଥାକ୍ରମେ ରାଜୁ, ଶ୍ୟାମ ଓ ବାବୁରାଓଙ୍କ ଚରିତ୍ରରେ ଅଭିନୟ କରିବାକୁ ପ୍ରଶଂସକମାନେ ଆଗ୍ରହୀ ଥିବା ବେଳେ ନିକଟରେ ଗୁଲସନ ଗ୍ରୋଭର ‘କବିରା’ ଭାବେ ଫ୍ରାଞ୍ଚାଇଜକୁ ଫେରିବାର ସଙ୍କେତ ଉତ୍ସାହକୁ ଦ୍ୱିଗୁଣିତ କରିଛି। ତେବେ ପ୍ରିୟଦର୍ଶନ ହେରା ଫେରି ଫ୍ରାଞ୍ଚାଇଜର ଓଜିକୁ ତୃତୀୟ କିସ୍ତିରେ ଆଣିବାକୁ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ତବୁଙ୍କ ଏକ ପୋଷ୍ଟ ପରେ ସେ ଫ୍ରାଞ୍ଚାଇଜକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ନିକଟରେ ପ୍ରିୟଦର୍ଶନଙ୍କ ସହ ବହୁ ପ୍ରତୀକ୍ଷିତ ହେରା ଫେରି-୩ର ଆନୁଷ୍ଠାନିକ ନିଶ୍ଚିତତା ଚଳଚ୍ଚିତ୍ର ପ୍ରେମୀଙ୍କୁ ରୋମାଞ୍ଚିତ କରିଛି। ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ପରେଶ ରାଓ୍ଵଲ ଯଥାକ୍ରମେ ରାଜୁ, ଶ୍ୟାମ ଓ ବାବୁରାଓଙ୍କ ଚରିତ୍ରରେ ଅଭିନୟ କରିବାକୁ ପ୍ରଶଂସକମାନେ ଆଗ୍ରହୀ ଥିବା ବେଳେ…

Read More