What's Hot
Author: NAZMEEN PARWEEN
୨୭୫୩ ବହୁମୁଖୀ ସ୍ଵ।ସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପତ୍ର ମିଳିବ, ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ କୋହଳ କଲେ
OSSSC MPHW recruitmentଓଏସ୍ଏସ୍ଏସ୍ସି ଏମପିଏଚ୍ଡବ୍ଲ୍ୟୁ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କେତେକ ଅଭିଯୋଗ ଆଣିବା ପରେ ବହୁ ପ୍ରାର୍ଥୀ ଆବେଦନ କରିବା ପରେ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ଏସ୍ସି)କୁ ବହୁମୁଖୀ ସ୍ଵ।ସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଏସ୍ଏସ୍ଏସି ଏମପିଏଚ୍ଡବ୍ଲୁ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କେତେକ ଅଭିଯୋଗ ଆଣିବା ପରେ ବହୁ ପ୍ରାର୍ଥୀ ଆବେଦନ କରିବା ପରେ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ଏସି )କୁ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟ ଆଜି ପୂର୍ବ ସ୍ଥଗିତାଦେଶକୁ କୋହଳ କରିଥିବାରୁ ୨୭୫୩ ଜଣ ବହୁମୁଖୀ ସ୍ଵ।ସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।ସୂଚନାଯୋଗ୍ୟ, ୨୭୫୩ ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ଓଏସ୍ଏସ୍ଏସ୍ସି ପକ୍ଷରୁ ୨୦୨୩ ଏପ୍ରିଲ ୨୯ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ସେପ୍ଟେମ୍ବର ୨୦୨୪ରେ ଫଳାଫଳ ପ୍ରକାଶ ପାଇଥିଲା। ତେବେ ୧୦୦ ମାର୍କ ପାଇଁ…
