Author: Purva Paksha

KiiT Student Sucide Case: କିଟ୍‍ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସଚିବସ୍ତରୀୟ କମିଟି,  ଘଟଣାକୁ ଚପାଇବାକୁ ଉଦ୍ୟମ କି? କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗର ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ସଚିବସ୍ତରୀୟ କମିଟି ଗଠନ କରିଛି। ଏହାସହ କିଟ୍‍ ପ୍ରଶାସନକୁ ନେପାଳୀ ଛାତ୍ରଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପଦ୍ୱାରା କିଟ୍‍ ଉପରେ ଅଧିନ ନିୟନ୍ତ୍ରଣ ରକ୍ଷା ଓ ଘଟଣାର ପଅ୍ରକୃତ କାରଣ ପଦାକୁ ଆସିବ ବୋଲି ଆଶା କରାଯାଇଛି। ହେଲେ ବାସ୍ତବରେ କିନ୍ତୁ ସରକାରୀ ବାବୁ ଓ କିଟ୍‍ ଭିତରେ ଥିବା ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯେଉଁ କିଟ୍ ପରିଚାଳନାରେ ଅନେକ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ରହିଛନ୍ତି ପୁଣି ଅନେକ କ୍ଷମତାରେ ଥିବା ଅଧିକାରୀଙ୍କ ପତ୍ନୀ ତଥା ସମ୍ପର୍କୀୟଙ୍କ ପାଇଁ ଏହା ଚାକିରିର ବିକଳ୍ପ ହୋଇଛି ସେଠାରେ ଏହି ଅଧିକରୀସ୍ତରୀୟ କମିଟି ଘଟଣାକୁ ଉନ୍ମୋଚନ କରିପାରିବ କି? ସମସ୍ତଙ୍କୁ ଜଣା ଯେ,…

Read More