Author: Purva Paksha

ICC Champions Trophy 2025: କ୍ରିକେଟ ବିଷୟରେ ସାହସିକ ଦାବି କରିବାର ସିଂହଙ୍କର ଇତିହାସ ଅଛି। ଅତୀତରେ, ସେ ଭାରତର T20 ବିଶ୍ୱକପ୍ ୨୦୨୪ ବିଜୟରେ ତାଙ୍କର ହାତ ଥିବା ମଧ୍ୟ କହିଥିଲେ। ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଯାଇଛି। ୨୩ ଫେବୃଆରୀ, ରବିବାର ଦିନ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ଉପ-ମହାଦେଶରେ ମାହୋଲ ଗରମ ଅଛି।  ତେବେ IIT ବାବା ଭାବରେ ପରିଚିତ ଅଭୟ ସିଂହଙ୍କ ଦ୍ୱାରା କରାଯାଇଥିବା ଏକ  ଭବିଷ୍ୟବାଣୀ ଭାରତୀୟ ପ୍ରଶଂସକମାନଙ୍କୁ ଚିନ୍ତିତ କରିଛି। ମହାକୁମ୍ଭ ମେଳା ୨୦୨୫ରେ ଭାଇରାଲ୍ ହୋଇଥିବା IIT ବାବା ଏକ ଭିଡିଓରେ କହିଛନ୍ତି ଯେ,  “ମ୍ୟାନ୍ ଇନ୍ ବ୍ଲୁ” ପାକିସ୍ତାନ ବିପକ୍ଷରେ ବିଜୟୀ ହେବେ ନାହିଁ। ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆର ଜର୍ସିର ରଙ୍ଗ ହେଉଛି ନୀଳ। ଭିଡିଓରେ ବାବା କହୁଛନ୍ତି ଯେ, ମୈଁ ତୁମକୋ ପେହଲେ ସେ ବୋଲ ରହା ହୁଁ, ଇସ୍ ବାର୍…

Read More