Author: Purva Paksha

Odisha Sahitya Akademi: ପ୍ରତିବର୍ଷ ଓଡ଼ିଆ ଭାଷାରେ ଲଖାଯାଉଥିବା ପୁସ୍ତକକୁ ବିବେଚନା କରି ଏହି ସଂସ୍ଥା ଉତ୍କର୍ଷ ସର୍ଜନା ପାଇଁ ଲେଖକଙ୍କୁ ପୁରସ୍କୃତ କରିବାର ପରମ୍ପରା ରହିଛି। କିନ୍ତୁ ଏ ସଂସ୍ଥାରେ ଏବେ ନା ସଭାପତି ଅଛନ୍ତି ନା ଉପ ସଭାପତି। ପୁଣି ଜଣେ ଅଧିକାରୀ ତଥା ସମ୍ପାଦକଙ୍କ ନେତୃତ୍ୱରେ ଚାଲିଛି ଏକାଡେମୀ। ଓଡ଼ିଶାର ସାହିତ୍ୟ, ଭାଷା ଏବଂ ସଂସ୍କୃତିର ପ୍ରଚାର ପ୍ରସାର ତଥା ଐତିହ୍ୟ ସୁରକ୍ଷା ପାଇଁ ଗଠନ କରାଯାଇଛି ଓଡ଼ିଶା ସାହିତ୍ୟ ଏକାଡେମୀ। ପ୍ରତିବର୍ଷ ଓଡ଼ିଆ ଭାଷାରେ ଲଖାଯାଉଥିବା ପୁସ୍ତକକୁ ବିବେଚନା କରି ଏହି ସଂସ୍ଥା ଉତ୍କର୍ଷ ସର୍ଜନା ପାଇଁ ଲେଖକଙ୍କୁ ପୁରସ୍କୃତ କରିବାର ପରମ୍ପରା ରହିଛି। କିନ୍ତୁ ଏ ସଂସ୍ଥାରେ ଏବେ ନା ସଭାପତି ଅଛନ୍ତି ନା ଉପ ସଭାପତି। ପୁଣି ଜଣେ ଅଧିକାରୀ ତଥା ସମ୍ପାଦକଙ୍କ ନେତୃତ୍ୱରେ ଚାଲିଛି ଏକାଡେମୀ। ଆହୁରି ମଧ୍ୟ ଏହି ସଂସ୍ଥା ୨୦୧୭ ମସିହାରୁ କୌଣସି ପୁସ୍ତକକୁ ବାଛି ପୁରସ୍କାର ପ୍ରଦାନ…

Read More