Author: Purva Paksha

Bangladesh: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଉଗ୍ରବାଦୀଙ୍କ କଠୋର ସରକାରର ଉତ୍‍ଥାନ ପରେ ବାଂଲାଦେଶ ଗୋଟିଏ ପଟେ ଭାରତ ସହ ଉତ୍ତମ ସମ୍ପର୍କ ରଖିବା କଥା କହୁଥିବାବେଳେ ଅନ୍ୟପଟେ ପ୍ରତ୍ୟେକ ଭୁଲ ପାଇଁ ଭାରତକୁ ଦାୟୀ କରୁଛି। ଏହି ପରିପ୍ରେକ୍ଷୀରେ ଭାରତ ଏବେ କଠୋର ବାର୍ତ୍ତା ଦେଇଛି ଯେ ସେମାନେ କେଉଁ ପ୍ରକାର ସମ୍ପର୍କ ଚାହୁଁଛନ୍ତି ତାହା ସ୍ଥିର କରିବା ଆବଶ୍ୟକ। ଏହା ଉଭୟ ଉତ୍ତମ ସମ୍ପର୍କ ବିଷୟରେ କହିବା ଏବଂ ସବୁକିଛି ପାଇଁ ଭାରତକୁ ଦାୟୀ କରିବା ହୋଇପାରିବ ନାହିଁ। ବାଂଲାଦେଶର ଅନ୍ତରୀଣ ସରକାର କ୍ରମାଗତଭାବେ ଭାରତ ଉପରେ ଅଭିଯୋଗ ଆଣିଛନ୍ତି। ସମ୍ପର୍କକୁ ନେଇ ଜୟଶଙ୍କର ବାଂଲାଦେଶକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କୁ ନେଇ ସେ ଭାରତର ଚିନ୍ତା ପ୍ରକଟ କରିଛନ୍ତି। ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶ ଭାରତ ସହ କିପ୍ରକାର ସମ୍ପର୍କ ଚାହୁଁଛି ତାହା ସ୍ଥିର କରିବା ଦରକାର। ବାଂଲାଦେଶରେ ଶେଖ ହାସିନା ସରକାରର ପତନ…

Read More