Author: Purva Paksha

Us Nuclear Weapons: ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ବ୍ରିଟେନରେ ପରମାଣୁ ବୋମା ମୁତୟନ କରିଛି। ପାଖାପାଖି ଦୁଇଦଶନ୍ଧି ପରେ ଆମେରିକା ଏହି ପରମାଣୁ ବୋମା ମୁତୟନ କରିଛି। ସେପଟେ ନାଟୋ ରାଷ୍ଟ୍ରମାନେ ଆମେରିକା ବାହାରେ ପରମାଣୁ ଛତା ବିକଶିତ କରିବା ପାଇଁ କାମ କରୁଛନ୍ତି। ରୁଷ୍‍କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଆମେରିକା ପୁଣିଥରେ ନାଟୋ ସଦସ୍ୟ ଦେଶ ବ୍ରିଟେନରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିଛି। କୁହାଯାଉଛି ଯେ ଆମେରିକୀୟ ପରମାଣୁ ଅସ୍ତ୍ରକୁ ବ୍ରିଟିଶ ବାୟୁସେନାର ଲେକେନହେଥ ଏୟାରବେସରେ ରଖାଯାଇଛି। ଏହି ବୋମାକୁ ରଖିବା ପାଇଁ ନୂଆ ସୁରକ୍ଷା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ପ୍ରାୟ ଦୁଇଦଶନ୍ଧି ପରେ ଆମେରିକା ପୁଣିଥରେ ଏହି ବ୍ରିଟିଶ ଏୟାରବେସରେ ପରମାଣୁ ଅସ୍ତ୍ର ମୁତୟନ କରିଛି। ନାଟୋ ରାଷ୍ଟ୍ରମାନେ ଆମେରିକା ବ୍ୟତୀତ ଅନ୍ୟ ଏକ ପରମାଣୁ ସୁରକ୍ଷା କବଚ ସୃଷ୍ଟି କରିବା ଯୋଜନା ଉପରେ କାର୍ଯ୍ୟ କରୁଥିବାବେଳେ ଆମେରିକା ଏହି ପଦକ୍ଷେପ…

Read More