Author: Purva Paksha

2026 Delimitation: ଦେଶରେ ବଢ଼ିବ ଲୋକସଭା ଆସନ। ସୀମା ନିଦ୍ଧାରଣ ପରେ ଲୋକସଭା ଆସନ ୮୪୮ ଆସନ ଛୁଇଁବା ସମ୍ଭାବନା ରହିଛି। ଏନେଇ ବଡ଼ ଆକଳନ କରିଛନ୍ତି ଜାତୀୟ ଗଣମାଧ୍ୟମ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି କଥା ଉଠାଇବା ପରେ ଏବେ ପୂରା ଜାତୀୟ ରାଜନୀତି ଉଠୁଛି ପଡ଼ୁଛି। ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁରେ ଏକ ଗୁରୁତ୍ଵପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ସମସ୍ତ ଦକ୍ଷିଣ ରାଜ୍ୟର ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସୀମା ନିର୍ଦ୍ଧାରଣ ଯୋଗୁଁ ଆସନ ସଂଖ୍ୟାରେ କୌଣସି ହ୍ରାସ ହେବ ନାହିଁ। ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ସୀମା ନିର୍ଦ୍ଧାରଣ କୌଣସି ଦକ୍ଷିଣ ରାଜ୍ୟକୁ ପ୍ରଭାବିତ କରିବ ନାହିଁ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଲୋକସଭା ଆସନ ୨୮ ଓ ବିଧାନସଭା ୧୯୬କୁ ବୃଦ୍ଧି ହୋଇପାରେ। ଓଡ଼ିଶାର ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତି ଦେଖି ବଢ଼ିବ…

Read More