Author: Purva Paksha

Ration Card: ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ଏବଂ ସହରାଞ୍ଚଳ ବାସିନ୍ଦା ୧୫ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକମାନେ ରାସନ କାର୍ଡ ଫେରାଇ ଦେବାକୁ ମନ୍ତ୍ରୀଙ୍କ ନିବେଦନ କରିଛନ୍ତି। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଆୟ କରୁଥିବା ପରିବାରମାନେ ସ୍ୱେଚ୍ଛାକୃତଭାବେ ରାସନ କାର୍ଡ ଫେରସ୍ତ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚେତାବନୀ ଦେଇଛନ୍ତି । ଯେଉଁମାନେ ଏହାକୁ ପାଳନ କରିବେ ସେମାନଙ୍କ ବିରୋଧରେ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମନ୍ତ୍ରୀ ରବିବାର ପ୍ରତିଶ୍ରୁତି ଦେଇଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ଏବଂ ସହରାଞ୍ଚଳ ବାସିନ୍ଦା ୧୫ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକମାନେ ରାସନ କାର୍ଡ ଫେରାଇ ଦେବାକୁ ମନ୍ତ୍ରୀଙ୍କ ନିବେଦନ କରିଛନ୍ତି। ନକଲି ହିତାଧିକାରୀଙ୍କ ରାସନ କାର୍ଡ ଫେରାଇବା ନେଇ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଯେକୌଣସି ଦଣ୍ଡରୁ…

Read More