Author: Purva Paksha

Aadhaar Card: ଆପଣ କେବେ ଭାବିଛନ୍ତି କି ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ଆଧାର କାର୍ଡ କିମ୍ବା ପାନ୍ କାର୍ଡର କ’ଣ ହୋଇଥାଏ ? ଆସନ୍ତୁ ଜାଣିବା ଆପଣଙ୍କ ମନରେ ଥିବା ଏଭଳି ପ୍ରଶ୍ନଗୁଡ଼ିକୁ ବୁଝାଇବା ଓ ସଫା କରିବା। ଆଧାର କାର୍ଡ ଏବଂ ପାନ କାର୍ଡ, ଉଭୟ ବହୁତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ସରକାର ପ୍ରାୟ ପ୍ରତ୍ୟେକ ସରକାରୀ ସୁବିଧା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଛନ୍ତି। ଏପରି ପରିସ୍ଥିତିରେ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବ୍ୟାଙ୍କ କାମ ପାଇଁ ଆଧାର କାର୍ଡ ଏବଂ ପାନ କାର୍ଡ ରହିବା ଜରୁରୀ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି କୌଣସି ବ୍ୟକ୍ତି ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ଆଧାର କାର୍ଡ କିମ୍ବା ପାନ କାର୍ଡର କ’ଣ ହେବ? ଆସନ୍ତୁ ଜାଣିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଆଧାର ଓ ପ୍ୟାନ୍ କାର୍ଡର କ’ଣ ହୁଏ? ମୃତ୍ୟୁ ପରେ…

Read More