Author: Purva Paksha

Delimitation: ଡିଏମକେ ସାଂସଦ ଦୟାନିଧି ମାରନ ମଙ୍ଗଳବାର ଭୁବନେଶ୍ୱରରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେଡି ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର ଆଲୋଚନା ବହଠକରା ଯୋଗ ଦେବ ବୋଲି ଘୋଷଣା କରାଯାଇଛି। ସୀମା ନିର୍ଦ୍ଧାରଣ ଓ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ବିଜୁ ଜନତା ଦଳ (ବିଜେଡି) ଅଂଶଗ୍ରହଣ କରିବା ନିଶ୍ଚିତ କରିଛି। ଡିଏମକେ ସାଂସଦ ଦୟାନିଧି ମାରନ ମଙ୍ଗଳବାର ଭୁବନେଶ୍ୱରରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ଘୋଷଣା କରାଯାଇଛି। ତାମିଲନାଡୁର ଶିଳ୍ପ ମନ୍ତ୍ରୀ ଟିଆରବି ରାଜାଙ୍କ ସହ ମାରାନ ଏହି ବୈଠକ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଆନୁଷ୍ଠାନିକଭାବେ ନିମନ୍ତ୍ରଣ କରିଥିଲେ। ନିକଟରେ ଚେନ୍ନାଇରେ ହେବାକୁ ଥିବା ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର ଆଲୋଚନା ପାଇଁ ଷ୍ଟାଲିନ ଆହ୍ୱାନ ଦେଇଛନ୍ତି। ଏଥିରେ ସାମିଲ…

Read More