Author: Purva Paksha

Tax Defaulter: ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା କିଟ୍‍ ଏବଂ ମନୋଜରଞ୍ଜନ ନାୟକଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ସମ୍‍ମ। ସରକାରଙ୍କଠାରୁ ଅନେକ ସହାୟତା ପାଉଥିବା ତଥା ସାଧାରଣ ଲୋକଙ୍କଠାରୁ ମଧ୍ୟ ଅତ୍ୟାଧୁନିକ ସେବା ନାଁରେ ଚିକିତ୍ସା ପାଇଁ ଅତ୍ୟଧିକ ଶୁଳ୍ପ ନେଉଥିବା ଏହି ଦୁଇ ସଂସ୍ଥା କାହିଁକି ଟିକସ ଦେବାକୁ କୁଣ୍ଠାବୋଧ ତାହା ଏବେ ପ୍ରଶ୍ନ ଭିତରକୁ ଆସିଛି। ରାଜଧାନୀରେ ଦୁଇ ପ୍ରଭାବଶାଳୀ ଶିକ୍ଷା ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଦୁଇ ହସ୍‍ପିଟାଲ୍‍ ଭୁବନେଶ୍ୱର ମ୍ୟୁନିସିପାଲିଟି ବା ବିଏମ୍‍ସିକୁ ଟିକସ ପଇଠ କରୁନାହାନ୍ତି। ଏ ଦୁଇ ହସ୍‍ପିଟାଲ୍‍ ହେଲେ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା କିମ୍ସ ଓ କିଟ୍‍ ଏବଂ ମନୋଜରଞ୍ଜନ ନାୟକଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ସମ୍। ସରକାରଙ୍କଠାରୁ ଅନେକ ସହାୟତା ପାଉଥିବା ତଥା ସାଧାରଣ ଲୋକଙ୍କଠାରୁ ମଧ୍ୟ ଅତ୍ୟାଧୁନିକ ସେବା ନାଁରେ ଚିକିତ୍ସା ପାଇଁ ଅତ୍ୟଧିକ ଶୁଳ୍ପ ନେଉଥିବା ଏହି ଦୁଇ ସଂସ୍ଥା କାହିଁକି ଟିକସ ଦେବାକୁ…

Read More