Author: Purva Paksha

ଡ ସମନ୍ୱୟ ନନ୍ଦ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭଲର ତଥାକଥିତ ଜାମା ମସଜିଦର ସର୍ଭେ କରିବାକୁ ଯାଇଥିବା ଟିମ୍‍ ଉପରେ ହୋଇଥିବା ଆକ୍ରମଣ ଓ ପରବର୍ତ୍ତୀ ହିଂସା ଘଟଣାକୁ ଶହେଦିନ ବିତିଯାଇଛି । ଏହି ଶହେଦିନ ମଧ୍ୟରେ ଉତ୍ତର ପ୍ରଦେଶର ଯୋଗୀ ସରକାର ସେଠାକାର ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ସହ ସମ୍ଭଲ ଅଞ୍ଚଳର ପୁରାତନ ଐତିହ୍ୟର ପୁନଃସ୍ଥାପନା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସମ୍ଭଲ ଅଞ୍ଚଳର ୪୧ଟି ତୀର୍ଥସ୍ଥଳ ଓ ୧୯ଟି ପୁରାତନ ପବିତ୍ର କୂଅର ପୁନରୁଦ୍ଧାର କରାଯାଇଛି । ଏହି ଅଞ୍ଚଳକୁ ହିନ୍ଦୁବିହୀନ କରିବା ପରେ ଏହି ପବିତ୍ର ସ୍ଥାନଗୁଡ଼ିକ ଉପରେ କଟ୍ଟରପନ୍ଥୀ ମୁସଲମାନମାନଙ୍କ ଦ୍ୱାରା କବଜା କରି ନିଆଯାଇଥିଲା । ଯୋଗୀ ସରକାରଙ୍କ ପୋଲିସ ଓ ପ୍ରଶାସନ ଏହି ପବିତ୍ର ସ୍ଥାନଗୁଡ଼ିକୁ ଜବର ଦଖଲରୁ ମୁକ୍ତ କରିଛି ।  ସମ୍ଭଲରେ ଯେଭଳି ଘଟଣା…

Read More