Author: Purva Paksha

ଆଜିର ଆଲୋଚନା ଆରମ୍ଭ କରିବା ପୂର୍ବରୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଫେସ୍‍ବୁକ୍‍ ପୋଷ୍ଠ ଉପରେ ନଜର ପକାଇବା ଜରୁରୀ ବୋଲି ମନେ କରୁଛି। ଶ୍ରୀମୟୀ ଲେଖିଛନ୍ତି; କର୍ମୀ ବସିଛନ୍ତି ଅନାଇ ଦିଲ୍ଲୀରେ deal କରିଦେଲେ କହ୍ନେଇ ଦଳ ପାଇଁ ଭଣ୍ଡସନ୍ନ୍ୟାସୀ ନୁହଁ ଶୁଭଙ୍କର ଭାରି ଭୟଂକର ! କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ…………….। ଶ୍ରୀମୟୀ ତାଙ୍କ ପୋଷ୍ଟରେ ଜୟ ଢୋଲକିଆଙ୍କର ବିଜେପିରେ ଯୋଗଦାନର ଭିତିରି କଥା ସମ୍ପର୍କରେ ପରୋକ୍ଷରେ ସୂଚନା ଦେଇଛନ୍ତି। ତେଣୁ ଆଜିର ଆଜି ଡି କୋଡ୍‍ କରିବା ବିଜେପି ହାତରେ କିଏ ଟେକିଦେଲା ଜୟଙ୍କୁ? ଶ୍ରୀମୟୀ କଟାକ୍ଷର କହ୍ନେଇ କିଏ? ଗଲା କିଛିଦିନ ହେଲା ବିଜେଡିର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ବିଜେଡିର ଅଘୋଷିତ ରାଜକୁମାର ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ରାଜନୈତିକ ଗୁମରକୁ ତାଙ୍କ ନାଁ ନ ନେଇ ପରୋକ୍ଷରେ କଟାକ୍ଷ କରି କଡ଼ା ସମାଲୋଚନା କରୁଛନ୍ତି। ଆଜି ମଧ୍ୟ ବିଜେଡିର ଭୂତପୂର୍ବ ବିଧାୟକ ରାଜେନ୍ଦ୍ର…

Read More