Author: Purva Paksha

Narendra Modi gears up for his maiden prime ministerial visit to the RSS headquarters in Nagpur : ମୋଦୀଙ୍କ ନାଗପୁରସ୍ଥିତ ସଂଘମୁଖ୍ୟାଳୟ ଗସ୍ତକୁ ଆରଏସଏସ ସହ ଶାନ୍ତି ସ୍ଥାପନ ପାଇଁ ଏକ କାର୍ଯ୍ୟକ୍ରମ ଭାବରେ ଦେଖାଯାଉଛି। ସଂଗଠନର ଶତବାର୍ଷିକୀ ବର୍ଷରେ ସଂଘ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରବିବାର ହିନ୍ଦୁ ନବବର୍ଷ ବିକ୍ରମ ସମ୍ବତରେ ନାଗପୁର ଗସ୍ତ କରୁଛନ୍ତି। ନରେନ୍ଦ୍ର ମୋଦୀ ରବିବାର ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟକୁ ତାଙ୍କର ପ୍ରଥମ ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପରବର୍ତ୍ତୀ ବିଜେପି ସଭାପତି ଚୟନରେ ସେ ପୁଣିଥରେ ନିଜର ମତ ରଖିବେ ନା ସଂଘ କଥାକୁ ମାନିବେ ତାହାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜୋର ଧରିଛି। ବିଜେପିର ନୂତନ ସଭାପତି ଚୟନରେ ଅହେତୁକ ବିଳମ୍ବ ହୋଇଛି ଏବଂ ଏହାର କାରଣ ଶାସକ ଦଳର ବର୍ତ୍ତମାନର ସରକାର ଏବଂ ଏହାର ଆଦର୍ଶଗତ ଚିନ୍ତାଧାରାରେ…

Read More