Author: Purva Paksha

IAS Sujata Raut: ଏବେ ସୁଜାତା ଚାକିରି ଛାଡ଼ିବା ନେଇ ପ୍ରଶ୍ନ ଉଠୁଛି ବିଜେଡିର ଏବେ କ’ଣ ହେବ? ଦଳର ସାଢ଼େ ଛଅଶହ କୋଟି ଟଙ୍କାର ପାଣ୍ଠି ଓ ସଂଗଠନ କିପରି ପରିଚାଳନା ହେବ? ଏନେଇ ଭାଗବଣ୍ଟା ଛିଣ୍ଡିଛି ତ? ନା ପାଣ୍ଡିଆନ ବିଦେଶରୁ ନିୟନ୍ତ୍ରଣ କରିବେ ବିଜେଡି ବ୍ୟାପାର? ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ଚାକିରିରୁ ବାହାରିଛନ୍ତି। ସ୍ୱେଚ୍ଛାକୃତଭାବେ ସେ ଚାକିରି ଛାଡ଼ିଛନ୍ତି ଓ ତାଙ୍କ ଆବେଦନ ଗ୍ରହଣ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଆଜି ଖବର ହୋଇଛି। ଏହା ପୂର୍ବରୁ ପାଣ୍ଡିଆନ୍‍ ଓଡ଼ିଶା ଛାଡ଼ି ବିଦେଶ ଯିବେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଶ୍ରୀମତୀ ପାଣ୍ଡିଆନ୍‍ଙ୍କ ଚାକିରି ଛାଡ଼ିବା ଏହି ଚର୍ଚ୍ଚାକୁ ଖୋରାକି ଦେଇଛି। ପ୍ରଶ୍ନ ଉଠୁଛି ବିଜେଡିର ଏବେ କ’ଣ ହେବ? ଦଳର ସାଢ଼େ ଛଅଶହ କୋଟି ଟଙ୍କାର ପାଣ୍ଠି…

Read More