Author: Purva Paksha

BJD: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଓଡ଼ିଶା କଂଗ୍ରେସ ବିଜେଡିକୁ ଟାର୍ଗେଟ କରି ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବୁଝାମଣା ଜାରି ରହିଥିବା ସନ୍ଦେହକୁ ଦୃଢ଼ କରିଛି। ସଂସଦରେ ୱାକଫ୍ ସଂଶୋଧନ ବିଲ୍ ୨୦୨୫ ପାରିତ ହୋଇଥିଲେ ହେଁ ରାଜ୍ୟସଭାରେ ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ରଙ୍କ ଭୋଟ୍ ପରେ ଓଡ଼ିଶାରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିଜେଡିର ଆଭିମୁଖ୍ୟକୁ ନେଇ କଂଗ୍ରେସ ଦଳ ତୀବ୍ର ସମାଲୋଚନା କରିବା ସହ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଜୋର ଧରିଛି। ଏହି ବିଲ୍ ଉପରେ ବିଜେଡିର ଆଭିମୁଖ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି କାରଣ ଗୁରୁବାର ରାଜ୍ୟସଭା ଅଧିବେଶନ ସମୟରେ ଦଳୀୟ ସଦସ୍ୟମାନଙ୍କ ମଧ୍ୟରେ ଏକମତତା ଦେଖିବାକୁ ମିଳିଥିଲା, ସାଂସଦ ମୁନ୍ନା ଖାଁ ଏହି ବିଲ୍‍କୁ ଖୋଲାଖୋଲି ବିରୋଧ କରିଥିଲେ। ପରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ସାଂସଦମାନେ ନିଜ ବିବେକ ଅନୁଯାୟୀ ଭୋଟ୍ ଦେବେ ବୋଲି ଦଳ ନିଷ୍ପତ୍ତି…

Read More