Author: Purva Paksha

Bangladesh: ଖାଲି ଓଡ଼ିଶା ନୁହେଁ, ଗ୍ରେଟର ବାଂଲାଦେଶରେ ପଶ୍ଚିମବଙ୍ଗ,ବିହାର,ଉତ୍ତରପୂର୍ବ ବି ସାମିଲ ହେବ। ମୋଦୀଙ୍କ ଲୋକସଭା କ୍ଷେତ୍ର ବାରଣାସୀ ହେବ ନୂଆ ବାଂଲାଦେଶର ସୀମା ! ଏହା ଶୁଣି ଚକିତ ହେଲେ କି? ହେବା ବି ସ୍ୱkଭାବିକ। କାରଣ କୌଣସି ସୁସ୍ଥ ମାନସିକତା ବିଶିଷ୍ଟ ବ୍ୟକ୍ତି କିମ୍ବା ଦେଶ ଏମିତି ଚିନ୍ତା କରିପାରିବ ନାହିଁ। କିନ୍ତୁ ବାଂଲାଦେଶର ମୁର୍ଖ ମୁଲ୍ଲା ଏମିତି ଚିନ୍ତା କରିପାରିବେ। ଏମିତି ମ୍ୟାପ୍ ବି ବନାଇ ପାରିବେ। ପାକିସ୍ତାନ ଖାଇଥିବା ନଗଦ ମାଡ଼ର ଉଦାହରଣ ସେମାନଙ୍କ ଆଗରେ ଥିଲେ ମଧ୍ୟ ସେମାନେ ଏମିତି ଚିନ୍ତା କରୁଛନ୍ତି। କାରଣ ଜିହାଦୀ ସଂଗଠନ ୭୨ ହୁର୍‍ଙ୍କ ପାଇଁ ଏମିତିଆ ଅସମ୍ଭବ ସ୍ୱପ୍ନ ବି ଦେଖିପାରେ। ଢାକାରେ ‘ସଲ୍‍ତନତ-ଏ-ବାଂଲା’ ନାମକ ଏକ ଇସଲାମିକ ଗୋଷ୍ଠୀ ସକ୍ରିୟ ହୋଇଛି, ଯିଏକି ତଥାକଥିତ ‘ଗ୍ରେଟର ବାଂଲାଦେଶ’ର ଏକ ମାନଚିତ୍ର ଜାରି କରିଛି। ଏହି ମାନଚିତ୍ରରେ ମିଆଁମାରର ଆରାକାନ ରାଜ୍ୟ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ…

Read More