Author: Purva Paksha

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ମାମଲାରେ ପୁରୀର ପ୍ରିୟଙ୍କା ସେନାପତିଙ୍କ ନାମ ଆସିବା ପରେ ଏହି ପ୍ରଶ୍ନ ଉଠିଲାଣି। ଜାତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂତ୍ର ଉଧାର କରି ପ୍ରିୟଙ୍କାଙ୍କ କଥା ଉଠାଇଲେଣି। ପ୍ରିୟଙ୍କାଙ୍କୁ ସ୍ଥାନୀୟ ପୋଲିସ ସହିତ ଆଇବି ଜେରା କରିଛି ବୋଲି ରିପୋର୍ଟ ଆସୁଛି। ଏହା ଭିତରେ ପ୍ରଶ୍ନ ଉଠୁଛି ପ୍ରିୟଙ୍କା କ’ଣ ଜ୍ୟୋତିଙ୍କ ସ୍ପାଏ ମୋଡ୍ୟୁଲରେ ସାମିଲ ଥିଲେ କି? ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି,ଜ୍ୟୋତି ୨୦୨୪ ସେପ୍ଟେମ୍ବର ମାସରେ ପୁରୀ ଆସିଥିଲେ। ସେତେବେଳେ ଜ୍ୟୋତିଙ୍କର ଲୋକାଲ ହୋଷ୍ଟ୍ ଥିଲେ ପ୍ରିୟଙ୍କା ସେନାପତୀ। ଜ୍ୟୋତିଙ୍କୁ ପ୍ରିୟଙ୍କା ପୁରୀ ବୁଲାଇଥିଲେ। ସମୁଦ୍ରକୂଳରେ ଜ୍ୟୋତି ଫଟୋ ଉଠାଇଥିଲେ। ବଡ଼ ଦେଉଳକୁ ଯାଇଥିଲେ। ବଡ଼ ଦେଉଳ ବାହାରୁ ଫଟୋ ଉଠାଇଥିଲେ। ସେତେବେଳେ ପାକିସ୍ତାନର ଏହି ଆଇଏସଆଇ ଏଜେଣ୍ଟ ପୁରା ଭକ୍ତିରେ ଡୁବି ଯାଇଥିଲା। ଏବେ ଗୁଇନ୍ଦା ଏଜେନ୍ସିଙ୍କ ଆଶଙ୍କା ଯେ, ଜ୍ୟୋତି ପୁରୀ ଶ୍ରୀମନ୍ଦିର ବାବଦରେ ଗୁପ୍ତ ତଥ୍ୟ ଆଇଏସଆଇକୁ…

Read More