Author: Purva Paksha

କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ହେବେ! ଏସ୍ ଜୟଶଙ୍କରଙ୍କୁ କ’ଣ ମୋଦୀ କ୍ୟାବିନେଟରୁ ବାହାର କରାଯିବ? ଏପରି କିଛି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏପରିକି କଂଗ୍ରେସ ନେତା ଉଦିତ ରାଜ ମଧ୍ୟ ବ୍ୟଙ୍ଗ କରି ଥରୁରଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆପଣଙ୍କୁ ବିଦେଶ ମନ୍ତ୍ରୀ ଘୋଷଣା କରି ଦିଅନ୍ତେ କି? ଅସଲରେ, ଅପରେସନ ସିନ୍ଦୁର ପରେ ଭାରତର ପକ୍ଷ ରଖିବା ପାଇଁ ଶଶି ଥରୁରଙ୍କ ନେତୃତ୍ୱରେ ୭ ଜଣ ସାଂସଦଙ୍କ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ୫ଟି ଦେଶର ଗସ୍ତରେ ଅଛନ୍ତି। ସେମାନେ ଆମେରିକାରେ ନିଜର ଗସ୍ତ ସମାପ୍ତ କରିସାରିଛନ୍ତି। ବର୍ତ୍ତମାନ ସେମାନେ ପାନାମାରେ ଅଛନ୍ତି। ଏହାପରେ ପ୍ରତିନିଧିମଣ୍ଡଳୀ ଗୁୟାନା, ବ୍ରାଜିଲ ଏବଂ କୋଲମ୍ବିଆ ଯିବ। ଯଦିଓ ଏହି ଗସ୍ତକୁ ନେଇ ଭାରତରେ ଥରୁରଙ୍କ ବିରୋଧରେ ତାଙ୍କ ନିଜ ଦଳ ଭିତରୁ ଆକ୍ରମଣ ହେଉଛି। ଆସନ୍ତୁ ଜାଣିବା ପୂରା କାହାଣୀ।…

Read More