Author: Purva Paksha

ଏଇ କିଛିଦିନ ହେବ ଡିଜିଟାଲ ଆରେଷ୍ଟ ଶବ୍ଦ ବାରମ୍ବାର ହେଡଲାଇନକୁ ଆସୁଛି। ଡିଜିଟାଲ୍ ଗିରଫ ନାମରେ ଅନେକ ଧନୀ ବ୍ୟକ୍ତିଙ୍କଠାରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଆଦାୟ କରାଯିବାର ଖବର ଆସୁଛି। ନିକଟରେ ଗୋଟିଏ କମ୍ପାନୀର ମାଲିକଙ୍କୁ ଡିଜିଟାଲ ଆରେଷ୍ଟ କରି ଠକ କେଇ କୋଟି ଟଙ୍କା ଠକି ନେଇଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଧ୍ୟ ଏହି ସ୍କାମ୍ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ସଦ୍ୟତମ ମାମଲାରେ ମଧ୍ୟପ୍ରଦେଶ ପୋଲିସ ଭୋପାଳରୁ ଜଣେ ବ୍ୟବସାୟୀଙ୍କୁ ସାଇବର ଅପରାଧୀଙ୍କ ଶିକାର ହେବାକୁ ଉଦ୍ଧାର କରିଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଛି ଯେ, ଡିଜିଟାଲ୍ ଗିରଫ କ’ଣ? କାହିଁକି ହଠାତ୍ ସାଇବର ଠକେଇ ମାମଲା ବଢିବାରେ ଲାଗିଛି ? ଏହାକୁ ବନ୍ଦ କରିବାର କୌଣସି ଉପାୟ ଅଛି କି? ଆସନ୍ତୁ ଜାଣିବା ସମସ୍ତ ପ୍ରଶ୍ନର ଉତ୍ତର । ଡିଜିଟାଲ୍ ଆରେଷ୍ଟ – ଏକ ପ୍ରକାରର ସ୍କାମ ହଁ, ଏହା ଏକ ପ୍ରକାର…

Read More