Author: Purva Paksha

୨୦୨୫ ଜାନୁଆରିରୁ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ ନେଇ ସନ୍ଦେହ ବିଶେଷ କରି ଗଞ୍ଜାମ ଜିଲ୍ଲା ଏହି କ୍ଷେତ୍ରରେ ପଛୁଆ ରହିଥିବାବେଳେ ୫.୪୨ ଲକ୍ଷରୁ ଅଧିକ ହିତାଧିକାରୀ ରହିଥିବାବେଳେ କଳାହାଣ୍ଡିରେ ୪.୭୨ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନାମ ହଟାଇବାର ଆଶଙ୍କା ରହିଛି। ରାସନ କାର୍ଡର ଇ-କେୱାଇସି ଯାଞ୍ଚ ଶେଷ ହେବାର ତିଥି ନଭେମ୍ବର ଶେଷ ହେବାକୁ ଥିବାବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଅଧୀନରେ ଅନ୍ତର୍ଭୁକ୍ତ ଓଡ଼ିଶାର ପ୍ରାୟ ୭୦ ଲକ୍ଷ ହିତାଧିକାରୀ ଏପର୍ଯ୍ୟନ୍ତ ଆଧାର ସଂଯୋଗ ହୋଇପାରି ନାହାନ୍ତି। ଇ-କେୱାଇସି ଯାଞ୍ଚ ବିନା ହିତାଧିକାରୀଙ୍କୁ କେନ୍ଦ୍ର ପକ୍ଷରୁ ମାଗଣା ରାସନ ମିଳିବ ନାହିଁ। ଗଞ୍ଜାମ ଜିଲ୍ଲା ଏ କ୍ଷେତ୍ରରେ ବିଶେଷଭାବେ ପଛରେ ପଡ଼ିଥିବାବେଳେ ୫ ଲକ୍ଷ ୪୨ ହଜାରରୁ ଅଧିକ ହିତାଧିକାରୀ ବାୟୋମେଟ୍ରିକ୍ ପ୍ରକ୍ରିୟା ଏବଂ ରାସନ କାର୍ଡ ସହ ଆଧାର ସଂଯୋଗ ମାଧ୍ୟମରେ ସ୍ୱୟଂ ପ୍ରମାଣୀକରଣ ଶେଷ କରିନାହାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରବାସୀ…

Read More