Author: Purva Paksha

ଦେବୀ ଭାରତରେ ସବୁଠାରୁ ସାଧାରଣ ଉପନାମ, ଏହା ସବୁଠାରୁ ଅଧିକ ଲିଖିତ ସାଙ୍ଗିଆ ବା ଉପନାମ । ୭ କୋଟିରୁ ଅଧିକ ମହିଳାଙ୍କ ନାମ ସହିତ ‘ଦେବୀ’ ଲେଖାଯାଏ। ଏହାପରେ ସିଂହ’ ଉପନାମ ରହିଛି,  ଯାହାକୁ ପ୍ରାୟ ସାଢ଼େ ୩ କୋଟି ଲୋକ ବ୍ୟବହାର କରୁଛନ୍ତି। ଦେଶରେ ପ୍ରାୟ ୧୧ ନିୟୁତ ଲୋକ ‘ଦାସ’ ଉପନାମ ବ୍ୟବହାର କରନ୍ତି । ବାସ୍ତବକଥା ହେଉଛି ବ୍ରିଟିଶ ରାଜ ପୂର୍ବରୁ ଭାରତୀୟମାନେ ନିଜ ନାମ ସହ ଉପନାମ ବ୍ୟବହାର କରୁନଥିଲେ। ଏହି ପରମ୍ପରା ଇଂରେଜଙ୍କ ଆଗମନରୁ ଆରମ୍ଭ ହୋଇଥିଲା। ‘ଦେବୀ’ ଉପନାମ ସଂସ୍କୃତ ଶବ୍ଦ ‘ଦେବୀୟା’ରୁ ଉତ୍ପନ୍ନ ହୋଇଛି। ଭାରତରେ ଏହାର ବହୁଳ ବ୍ୟବହାର କରାଯାଏ। ଅନେକ ମହିଳା ପାରମ୍ପରିକ ଜାତିର ନାମ ବ୍ୟବହାର ନ କରି ‘ଦେବୀ’କୁ ନିଜ ଉପନାମ ଭାବରେ ବ୍ୟବହାର କରନ୍ତି। ବିହାର ଓ ଉତ୍ତରପ୍ରଦେଶରେ ଏହାର ବହୁଳ ବ୍ୟବହାର ହୋଇଥାଏ। ଏହା ଭାରତରେ ସର୍ବାଧିକ ବ୍ୟବହୃତ ଉପନାମ ଅଟେ।…

Read More