Author: Purva Paksha

ନଭେମ୍ବର ୨୪ ଓ ୨୫ ତାରିଖ ଚୂଡ଼ାନ୍ତ ନିଲାମ ତାଲିକାରେ ୧୫୭୪ ଖେଳାଳି ଆଗାମୀ ଆଇପିଏଲ୍-୧୮ ପାଇଁ ମେଗା ନିଲାମର ତାରିଖ ଓ ସ୍ଥାନ ଚୂଡ଼ାନ୍ତ କରାଯାଇଛି । ଚଳିତ ମାସ ୨୪ ଓ ୨୫ ତାରିଖରେ ସାଉଦି ଆରବର ଜେଧାହ ସହରରେ ମେଗା ନିଲାମ ଅନୁଷ୍ଠିତ ହେବ । ଏଥର ନିଲାମ ପାଇଁ ମୋଟ୍ ୧୫୭୪ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ୧୦ଟି ଯାକ ଫ୍ରାଞ୍ଚାଇଜଙ୍କ ନିକଟରେ ରହିଛି ମାତ୍ର ୨୦୪ଟି ଖାଲି ସ୍ଥାନ । ୧୧୬୫ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି ନାମ ଦାଖଲ କରିଥିବା ଖେଳାଳିମାନଙ୍କ ମଧ୍ୟରେ ୧୧୬୫ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି ରହିଛନ୍ତି । ସମ୍ପୂର୍ଣ୍ଣ ତାଲିକାରେ ୩୨୦ ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା କ୍ୟାପ୍‍ଡ ଖେଳାଳି, ୧୨୨୪ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ଅନକ୍ୟାପ୍‍ଡ ଖେଳାଳି ଓ ୩୦ଜଣ ଆସୋସିଏଟ୍ ଦେଶର ଖେଳାଳି ରହିଛନ୍ତି । ତାଲିକାଭୁକ୍ତ…

Read More