What's Hot
Author: Purva Paksha
NH : ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶାର ୨୫ଟି ଜାତୀୟ ରାଜପଥ ପ୍ରକଳ୍ପ ବିଳମ୍ବିତ ହୋଇଛି। ଜମି ଅଧିଗ୍ରହଣ ଯୋଗୁଁ ୧୨ଟି ପ୍ରକଳ୍ପ ବିଳମ୍ବିତ ହୋଇଛି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶାର ୨୫ଟି ଜାତୀୟ ରାଜପଥ ପ୍ରକଳ୍ପ ବିଳମ୍ବିତ ହୋଇଛି। ଜମି ଅଧିଗ୍ରହଣ ଯୋଗୁଁ ୧୨ଟି ପ୍ରକଳ୍ପ ବିଳମ୍ବିତ ହୋଇଛି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଜମି ଅଧିଗ୍ରହଣ ଯୋଗୁଁ ବିଳମ୍ବିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା-ନୟାଗଡ଼ ଓ ଝାରସୁଗୁଡ଼ା-ଭୋଜପୁର ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ସେହିପରି ବରଗଡ଼-ବରପାଲି ପ୍ରକଳ୍ପ ନିର୍ମାଣ, ମୁଣ୍ଡାମରାଇ-ରତନପୁର ସେକ୍ସନର ସମ୍ପ୍ରସାରଣ କାର୍ଯ୍ୟ, ୨୨୦ ନମ୍ବର ଜାତୀୟ ରାଜପଥର ରାଇରଙ୍ଗପୁର ସେକ୍ସନର ସମ୍ପ୍ରସାରଣ ପ୍ରକଳ୍ପ, ଭଞ୍ଜନଗର-ଆସିକା ଡବଲ ଲେନ୍ କାମ, ବ୍ରହ୍ମପୁର ସହର…
