Author: Purva Paksha

CAG Report : କରେନା ସମୟରୋ ୩୧୫ଟି ମାମଲାରେ ହସ୍ପିଟାଲ ପକ୍ଷରୁ ବିଲ୍‌ ଦାଖଲ କରାଯାଇଥିଲା, ଯେଉଁଥିରେ ଏକାଧିକ ରୋଗୀଙ୍କଠାରେ ସମାନ ଶଯ୍ୟା ସଂଖ୍ୟା ଓ ଚିକିତ୍ସା ଅବଧି ପୁନରାବୃତ୍ତି କରାଯାଇଥିଲା, ଯାହାଫଳରେ ୨.୬୨ କୋଟି ଅତିରିକ୍ତ ଦେୟ ପ୍ରଦାନ କରାଯାଇଥିଲା। ବିଧାନସଭାରେ ଉପସ୍ଥାପିତ ନିୟନ୍ତ୍ରକ ଓ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ କୁହାଯାଇଛି ଯେ ୨୦୧୯ରୁ ୨୦୨୨ ମଧ୍ୟରେ କୋଭିଡ୍‌ ରିଚାଳନା ପାଇଁ ରାଜ୍ୟ ବିର୍ଯ୍ୟୟ ରିଲିଫ୍‌ ପାଣ୍ଠି ଏବଂ ଜରୁରୀକାଳୀନ କୋଭିଡ୍‌ ମୁକାବିଲା ପ୍ୟାକେଜ୍‌ ସମେତ ବିଭିନ୍ନ ସୂତ୍ରରୁ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ମୋଟ ୨୮୬୮.୮୦ କୋଟି ଟଙ୍କା ମିଳିଛି। ଏଥିମଧ୍ୟରୁ ଜରୁରୀକାଳୀନ କୋଭିଡ୍‌ ପ୍ରତିକ୍ରିୟା ପ୍ୟାକେଜ୍‌ -୨ ଅଧୀନରେ ଆବଣ୍ଟିତ ୮୬୧.୯୭ କୋଟି ଟଙ୍କାମଧ୍ୟରୁ ମାତ୍ର ୬୪% ମାର୍ଚ୍ଚ ୨୦୨୨ ସୁଦ୍ଧା ବ୍ୟବହୃତ ହୋଇଥିଲା ଏବଂ ଅନେକ କାର୍ଯ୍ୟରେ ସେମାନଙ୍କ ବଜେଟ୍‌ ର ୫୦% ରୁ କମ୍‌ ଖର୍ଚ୍ଚ ହୋଇଛି। ତେବେ ସିଏଜି…

Read More