Author: Purva Paksha

CAG Report : କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ୨୪ରୁ ମେ ୨୪ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସଟଡାଉନ ଯୋଗୁଁ ଅବକାରୀ ରାଜସ୍ୱର ଆଶାନୁରୂପ କ୍ଷତି ଭରଣା କରିବା ପାଇଁ ଏସସିଏଫ ଲାଗୁ କରାଯାଇଥିଲା । ସ୍ୱତନ୍ତ୍ର କୋଭିଡ୍ ଶୁଳ୍କ (ଏସ୍‍ସିଏଫ୍) ଏଡ଼ାଇବା ପାଇଁ ଖୁଚୁରା ବିଦେଶୀ ମଦ ଦୋକାନଗୁଡ଼ିକ ଦ୍ୱାରା କମ୍ ପରିମାଣର ବିକ୍ରି ହୋଇନଥିବା ସାମଗ୍ରୀ ଦେଖାଇବା ପାଇଁ ମାନୁଆଲଭାବେ ରଖାଯାଇଥିବା ବିକ୍ରୟ ରେଜିଷ୍ଟ୍ରରରେ ହେରଫେର ଯୋଗୁଁ ରାଜ୍ୟ ସରକାର ୭୫.୭ କୋଟି ଟଙ୍କାର ଅବକାରୀ ରାଜସ୍ୱ କ୍ଷତି ସହିଛନ୍ତି। ଶନିବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ମାର୍ଚ୍ଚ ୨୦୨୨ ରେ ଶେଷ ହୋଇଥିବା ଅବଧିର କାର୍ଯ୍ୟଦକ୍ଷତା ଓ ଅନୁପାଳନ ଅଡିଟ୍ ରିପୋର୍ଟରେ ଅବକାରୀ କର୍ତ୍ତୃପକ୍ଷଙ୍କ ଗୁରୁତର ତ୍ରୁଟି ଦର୍ଶାଇ ନିୟନ୍ତ୍ରକ ଓ ଅଡିଟର ଜେନେରାଲ କହିଛନ୍ତି ଯେ ଲାଇସେନ୍ସପ୍ରାପ୍ତ ଖୁଚୁରା ବ୍ୟବସାୟୀ ଏବଂ ଦାୟିତ୍ୱରେ ଥିବା ଜିଲ୍ଲା ଅବକାରୀ ଅଧିକାରୀଙ୍କ ମଧ୍ୟରେ ମିଳାମିଶା ହେବାର ସମ୍ଭାବନାକୁ…

Read More