Author: Purva Paksha

Kafiristan Never Surrender To Muslim Invaders : ଆଫଗାନିସ୍ତାନର ଏହି ପ୍ରଦେଶ ବିଷୟରେ ପୂର୍ବରୁ ବହୁତ କମ୍ ଲୋକ ଜାଣିଥିଲେ । ଆଖପାଖ ଅଂଚଳରେ ଇସଲାମ ଧର୍ମ ଗ୍ରହଣ କରିବା ସତ୍ତ୍ୱେ ଏଠାକାର ଲୋକମାନେ ଧାର୍ମିକ ଭାବରେ ଧର୍ମ ପରିବର୍ତ୍ତନ କରିବାକୁ ରାଜି ନଥିଲେ । ସେଥିପାଇଁ ଏହାକୁ କାଫିରିସ୍ତାନ କୁହାଗଲା । ଏହା ବର୍ତ୍ତମାନ ନୁରିସ୍ତାନ ନାମରେ ପରିଚିତ । ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶକୁ ପୂର୍ବରୁ କାଫିରିସ୍ତାନ କୁହାଯାଉଥିଲା। ଅଷ୍ଟାଦଶ ଶତାବ୍ଦୀର ଶେଷ ପୂର୍ବରୁ ଏହି ପାହାଡ଼ିଆ ଅଞ୍ଚଳ ବିଷୟରେ ବହୁତ କମ୍ ଲୋକ ଜାଣିଥିଲେ। ୧୮୫୯ ମସିହାବେଳକୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ସ୍ୱାଧୀନ ଥିଲା ଏବଂ କାଫିର ଲୋକଙ୍କ ଦେଶ ବୋଲି କୁହାଯାଉଥିଲା। କାରଣ ମୁସଲିମଙ୍କ ନଜରରେ ଏହି ପାହାଡି଼ଆ କ୍ଷେତ୍ରରେ ରହୁଥିବା ହିନ୍ଦୁ ଓ ବୌଦ୍ଧ ଥିଲେ କାଫିର। ଏହାର କାରଣ ହେଲା ଆଖପାଖ ଅଞ୍ଚଳରେ ଇସଲାମ ଧର୍ମ ଗ୍ରହଣ ସତ୍ତ୍ୱେ ଏଠାକାର ଲୋକମାନେ ଇସଲାମ…

Read More