Author: Purva Paksha

Coup History in World: ବିଦ୍ରୋହ ପରେ ସିରିଆରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ସରକାର ଚାଲିଯାଇଛି। ଏହି ବିଦ୍ରୋହ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି। ବିଦ୍ରୋହର ସମ୍ମୁଖୀନ ହେବାରେ ସିରିଆ ପ୍ରଥମ ଦେଶ ନୁହେଁ। ଏଭଳି ଦେଶର ତାଲିକାରେ ଆହୁରି ଅନେକଙ୍କ ନାମ ରହିଛି। ବାଂଲାଦେଶ ଏହାର ନୂଆ ଉଦାହରଣ। ଏହାବ୍ୟତୀତ ଶ୍ରୀଲଙ୍କା, ମିଆଁମାର, ଆଫଗାନିସ୍ତାନ, ନାଇଜର ସମେତ ଅନେକ ଆଫ୍ରିକୀୟ ଦେଶ ଏହାର ଶିକାର ହୋଇଛନ୍ତି। ପଢନ୍ତୁ ୪ ବର୍ଷ ରେ କେଉଁଠି ଘଟିଲା ବିଦ୍ରୋହ। ବିଦ୍ରୋହ ପରେ ସିରିଆରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ସରକାରର ପତନ ଘଟିଛି। ଅସଦ ପରିବାର ଏବେ ଋଷରେ ରାଜନୈତିକ ଶରଣ ନେଇଛନ୍ତି। ଏହି ବିଦ୍ରୋହ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି। ବିଦ୍ରୋହର ସମ୍ମୁଖୀନ ହେବାରେ ସିରିଆ ପ୍ରଥମ ଦେଶ ନୁହେଁ। ଏଭଳି ଦେଶର ତାଲିକାରେ ଆହୁରି ଅନେକ ଦେଶର ନାମ ରହିଛି। ବାଂଲାଦେଶ ଏହାର ନୂଆ ଉଦାହରଣ। ଏହାବ୍ୟତୀତ ଶ୍ରୀଲଙ୍କା, ମିଆଁମାର, ଆଫଗାନିସ୍ତାନ,…

Read More