Author: Purva Paksha

One nation One election : ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ କୋବିନ୍ଦ କମିଟିର ରିପୋର୍ଟକୁ ସେପ୍ଟେମ୍ବର ୧୮ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ୨୦୧୯ ରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଏକ ଦେଶ, ଗୋଟିଏ ନିର୍ବାଚନ ବିଷୟରେ ନିଜର ଧାରଣା ରଖିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ଏକ ଦେଶ ଗୋଟିଏ ନିର୍ବାଚନ’ ବିଲ୍କୁ ଅନୁମୋଦନ ମିଳିଛି। ଏବେ ଶୀତ କାଳୀନ ଅଧିବେଶନରେ କେନ୍ଦ୍ର ସରକାର ଏହାକୁ ଗୃହରେ ଉପସ୍ଥାପନ କରିପାରନ୍ତି। ଏହା ପୂର୍ବରୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସମ୍ପର୍କିତ କୋବିନ୍ଦ କମିଟିର ରିପୋର୍ଟକୁ ସେପ୍ଟେମ୍ବର ୧୮ରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ୨୦୧୯ ରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ…

Read More