Author: Purva Paksha
One Nation One Election: କେନ୍ଦ୍ର କ୍ୟାବିନେଟ୍ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍କୁ ଅନୁମୋଦନ କରିଛି। ସେପ୍ଟେମ୍ବର ମାସରେ କୋବିନ୍ଦ କମିଟି ଏହି ରିପୋର୍ଟକୁ ଅନୁମୋଦନ କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏକକାଳୀନ ନିର୍ବାଚନର ସୁପାରିସକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ନିର୍ବାଚନ ହେବ। ଦେଶରେ କେବେ ଏକକାଳୀନ ନିର୍ବାଚନ ହୋଇଥିଲା ବର୍ଷ ଲୋକସଭା ନିର୍ବାଚନ ବିଧାନସଭା ନିର୍ବାଚନ ୧୯୫୧ ଅକ୍ଟୋବର-ସେପ୍ଟେମ୍ବର ୧୯୫୨ ଆସାମ, ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ମଧ୍ୟପ୍ରେଦଶ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ୧୯୫୭ ଫେବୃୟାରୀ-ଜୁନ୍ ୧୯୫୭ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଆସାମ, ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ମଧ୍ୟପ୍ରେଦଶ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ୧୯୬୨ ଫେବୃଆରୀ ୧୯୬୨ ଗୁଜରାଟ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଆସାମ, ବିହାର, ଦିଲ୍ଲୀ,…
