Author: Purva Paksha

Motion against Kiren Rijiju : ୬୦ ଜଣ ବିରୋଧୀ ସାଂସଦଙ୍କ ସମର୍ଥନରେ କିରେନ ରିଜିଜୁଙ୍କ ବିବାଦୀୟ ମନ୍ତବ୍ୟ ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କରିବା ପରେ ତୃଣମୂଳ ସାଂସଦ ସାଗରିକା ଘୋଷ ତାଙ୍କ ବିରୋଧରେ ସ୍ବାଧିକାର ପ୍ରସ୍ତାବ ଦାଖଲ କରିଥିଲେ। କିରଣ ରିଜିଜୁଙ୍କ ବିରୋଧରେ ତୃଣମୂଳ ସାଂସଦଙ୍କ ପ୍ରସ୍ତାବକୁ ସମର୍ଥନ କଲେ ୬୦ ବିରୋଧୀ ସାଂସଦ ରିଜିଜୁ ବିରୋଧୀଙ୍କୁ ଅପମାନିତ କରିବା ସହ ପଦର ଅପବ୍ୟବହାର କରୁଛନ୍ତି ବୋଲି ସାଗରିକା ଘୋଷ ଅଭିଯୋଗ କରିଛନ୍ତି ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ବିରୋଧୀ ଦଳ ବିରୋଧୀ ସାଂସଦମାନେ ରାଜ୍ୟସଭାରେ ରହିବା ପାଇଁ ଅଯୋଗ୍ୟ ବୋଲି କହିବା ପରେ ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷ ଗୁରୁବାର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ବିରୋଧରେ ସ୍ବାଧିକାର ପ୍ରସ୍ତାବ ନୋଟିସ୍ ଆଗତ କରିଛନ୍ତି। ଏହି ନୋଟିସକୁ ୬୦ ଜଣ ବିରୋଧୀ ସାଂସଦ ସମର୍ଥନ କରିଥିବା ସୂଚନା ମିଳିଛି। ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ସହ କଥାବାର୍ତ୍ତା କରି…

Read More