Author: Purva Paksha

Mani Shankar Aiyar : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର ତାଙ୍କ ଏକ ପୁସ୍ତକରେ ଅନେକ ରାଜନୈତିକ ଘଟଣାକ୍ରମ ବିଷୟରେ ଉଲ୍ଲେଖ କରିଛନ୍ତି। ‘ଏ ମାଭେରିକ୍ ଇନ୍ ପଲିଟିକ୍ସ’ ପୁସ୍ତକରେ ସେ ନରେନ୍ଦ୍ର ମୋଦୀଙ୍କ ‘ଚା’ ବାଲା’ ମନ୍ତବ୍ୟ ଉପରେ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୁଁ କେବେ ମୋଦିଙ୍କୁ ଚା’ ବାଲା ବୋଲି କହିନଥିଲି। ପ୍ରଣବ, ମନମୋହନ, ସୋନିଆଙ୍କୁ ନେଇ ମଧ୍ୟ ସେ ଅନେକ ଦାବି କରିଛନ୍ତି। କଂଗ୍ରେସ ନେତା ମଣିଶଙ୍କର ଆୟାର ଗାନ୍ଧୀ ପରିବାରକୁ ନେଇ କହିଲେ ଗୁରୁତ୍ୱପୂର୍ଣ୍ଣ କଥା ୧୦ ବର୍ଷ ହେଲା ମୁଁ ସୋନିଆ ଗାନ୍ଧିଙ୍କୁ ଭେଟିବାର ସୁଯୋଗ ପାଇନଥିଲି। ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା, ମିଳିଲାନି ଜବାବ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ନୂଆ ପୁସ୍ତକରେ ରହିଛି ଅନେକ ଦାବି ପ୍ରଣବ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ଓ ମନମୋହନ ସିଂହଙ୍କୁ ୨୦୧୨ରେ ରାଷ୍ଟ୍ରପତି କରାଯିବା କଥା: ଆୟାର…

Read More