Author: Purva Paksha

Lok sabha: ଭାରତୀୟ ସଂସଦର ନୂଆ କୋଠାରେ ଲାଗିଥିବା ଅତ୍ୟାଧୁନିକ ଭୋଟିଂ ମେସିନର ଆଜି ଉପଯୋଗ ହୋଇଛି। ଏହି କ୍ରମରେ ସାଂସଦମାନେ ସେମାନଙ୍କ ଭୋଟ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରିଛନ୍ତି। ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ଗୃହରେ ଉପସ୍ଥାପନ ହେବ ନା ନାହିଁ ସେ ସମ୍ବନ୍ଧରେ ସରକାରଙ୍କୁ ଅନୁମତି ଦେବା ଲାଗି ଏହି ଭୋଟିଂ ଉଦ୍ଦିଷ୍ଟ ରହିଛି। ଭାରତୀୟ ସଂସଦର ନୂଆ କୋଠାରେ ଲାଗିଥିବା ଅତ୍ୟାଧୁନିକ ଭୋଟିଂ ମେସିନର ଆଜି ଉପଯୋଗ ହୋଇଛି। ଏହି କ୍ରମରେ ସାଂସଦମାନେ ସେମାନଙ୍କ ଭୋଟ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରିଛନ୍ତି। ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ଗୃହରେ ଉପସ୍ଥାପନ ହେବ ନା ନାହିଁ ସେ ସମ୍ବନ୍ଧରେ ସରକାରଙ୍କୁ ଅନୁମତି ଦେବା ଲାଗି ଏହି ଭୋଟିଂ ଉଦ୍ଦିଷ୍ଟ ରହିଛି। ଯେଉଁଥିରେ ସରକାରୀ ଦଳ ୨୬୯ଟି ଭୋଟ ପାଇ ବିଧେୟକକୁ ଉପସ୍ଥାପନ କରିଛନ୍ତି।  ଆଜି…

Read More