Author: Purva Paksha

Subash Chand: ଚାଷୀ ସୁବାସ ଚାନ୍ଦ ଚାଷ ଜମି, ଫସଲ ବିକ୍ରି କରିବା ସହ ୪୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ହସ୍ତାନ୍ତର କରିଛନ୍ତି। ୧୯୮୦ରେ ବିବାହ, ୨୦୦୬ରେ ଅଲଗା ହୋଇଗଲେ ଦମ୍ପତି ୩.୧ କୋଟି ଟଙ୍କାର ଛାଡ଼ପତ୍ର ସମାଧାନ ସହ ଶେଷ ହେଲା ୧୮ ବର୍ଷର ଆଇନଗତ ଲଢ଼େଇ ଜମି, ଫସଲ ବିକ୍ରି କରି ୪୦ ଲକ୍ଷ ଟଙ୍କାର ସୁନା ଦେଲେ ବ୍ୟକ୍ତି ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି ୩.୧ କୋଟି ଟଙ୍କାର ବୁଝାମଣା ଜରିଆରେ ୪୪ ବର୍ଷର ବିବାହ ଭାଙ୍ଗିଯିବା। ହରିୟାଣାର କରନାଲ ଜିଲ୍ଲାର ୭୦ ବର୍ଷୀୟ କୃଷକ ସୁବାସ ଚାନ୍ଦ ତାଙ୍କ ପତ୍ନୀ ସନ୍ତୋଷ କୁମାରୀ(୭୩)ଙ୍କୁ ମୋଟା ଅଙ୍କର ସ୍ଥାୟୀ ଭରଣପୋଷଣ ଦେଇ ଛାଡ଼ପତ୍ର ଦେଇଛନ୍ତି। ବୁଝାମଣା ସର୍ତ୍ତ ପୂରଣ କରିବା ପାଇଁ ଚାନ୍ଦ ଚାଷ ଜମି, ଫସଲ ବିକ୍ରି କରିବା ସହ ୪୦ ଲକ୍ଷ ଟଙ୍କାର…

Read More