Author: Purva Paksha

 Priyanka’s political stunt: ନୂଆକରି ସଂସଦକୁ ଯାଇଥିବା ପ୍ରିୟାଙ୍କ ତାଙ୍କ ବ୍ୟାଗ୍ ଦ୍ୱାରା ପଲିଟିକାଲ ଷ୍ଟେଟମେଣ୍ଟ୍ ଦେବାକୁ ଚାହୁଁଛନ୍ତି। ଯାହାକୁ ନେଇ ରାଜନୈତିକ ଅର୍ଗଳିରେ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ଓ ମୁସଲିମ୍ ତୁଷ୍ଟିକରଣ ପୁରୁଣା ପ୍ରସଙ୍ଗ। କଂଗ୍ରେସ ବିରୋଧରେ ଏହି ଅଭିଯୋଗ ସ୍ୱାଧିନତା ପୂର୍ବରୁ ଥିଲା ଓ ପରେ ମଧ୍ୟ ରହିଆସିଛି। ମହାତ୍ମା ଗାନ୍ଧୀଙ୍କଠାରୁ ଜୱାହରଲାଲ ନେହେରୁ ସମସ୍ତଙ୍କ ବିରୋଧରେ ହିନ୍ଦୁ ଦକ୍ଷିଣପନ୍ଥୀ ଏହି ଅଭିଯୋଗ ଆଣିଥାନ୍ତି। ଗାନ୍ଧୀଙ୍କ ମୁସଲିମ ତୁଷ୍ଟିକରଣ ଦେଶ ବିଭାଜନର କାରଣ ହେଲା ବୋଲି ତାଙ୍କୁ ସମାଲୋଚନା କରାଯାଇଥାଏ। ମହାତ୍ମା ଗାନ୍ଧୀଙ୍କ ତୁଷ୍ଟିକରଣର ଉଦାହରଣ ଦେବାକୁ ଯାଇ ଦକ୍ଷିଣପନ୍ଥୀ ୧୯୧୯ର ଖିଲାପତ ଆନ୍ଦୋଳନକୁ ମହାତ୍ମାଙ୍କ ସମର୍ଥନର ଉଲ୍ଲେଖ କରନ୍ତି। ଖିଲାପତ ଆନ୍ଦୋଳନ ଗୋଟିଏ ଧର୍ମୀୟ ଆନ୍ଦୋଳନ ଥିଲା ଯାହାର ଦୂରଦୂର ପର୍ଯ୍ୟନ୍ତ ଭାରତ ସହିତ କୌଣସି ସମ୍ପର୍କ ନ ଥିଲା କିନ୍ତୁ କେବଳ ମୁସଲିମଙ୍କୁ ସନ୍ତୁଷ୍ଟ କରିବାକୁ ଗାନ୍ଧୀ ଏହି ଆନ୍ଦୋଳନକୁ ସମର୍ଥନ…

Read More