Author: Purva Paksha

Mohan cabinet: ଯଦିଓ ତାଙ୍କ ଗସ୍ତ ସମ୍ପର୍କରେ ଆନୁଷ୍ଠାନିକଭାବେ କୌଣସି ସୂଚନା ମିଳିନାହିଁ, ତଥାପି ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସେ ଦୁଇଦିନ ପାଇଁ ରାଜଧାନୀରେ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ୬ ମାସ ପୂରିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ମନ୍ତ୍ରିମଣ୍ଡଳରେ ଅଧିକ ମନ୍ତ୍ରୀଙ୍କୁ ସାମିଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଚଳିତ ମାସ ଶେଷ ସପ୍ତାହରେ ଅର୍ଥାତ୍ ଡିସେମ୍ବର ୨୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ଭାବ୍ୟ ରାଜ୍ୟ ଗସ୍ତ ଏହି କଳ୍ପନାଜଳ୍ପନାକୁ ଆହୁରି ବଢ଼ାଇ ଦେଇଛି। ଯଦିଓ ତାଙ୍କ ଗସ୍ତ ସମ୍ପର୍କରେ ଆନୁଷ୍ଠାନିକଭାବେ କୌଣସି ସୂଚନା ମିଳିନାହିଁ, ତଥାପି ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସେ ଦୁଇଦିନ ପାଇଁ ରାଜଧାନୀରେ ରହିବେ। ଦଳର ଉଚ୍ଚପଦସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶାହାଙ୍କ ଗସ୍ତ ସରକାରୀ କାର୍ଯ୍ୟ ଓ ଦଳୀୟ ବ୍ୟାପାରର ମିଶ୍ରଣରେ ହେବ। ପ୍ରଥମ ଥର ପାଇଁ ରାଜ୍ୟରେ ହେବାକୁ…

Read More