Author: Purva Paksha

General Bipin Rawat : ୧୩ତମ ପ୍ରତିରକ୍ଷା ଯୋଜନା ଅବଧିରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାର ସଂଖ୍ୟା ସମ୍ପର୍କରେ ପ୍ରତିରକ୍ଷା ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ତଥ୍ୟ ପ୍ରଦାନ କରିବା ସହ ଜେନେରାଲ ବିପିନ ରାଓ୍ଵତଙ୍କ ମୃତ୍ୟୁ ହେଲିକପ୍ଟର ଦୁର୍ଘଟଣା ପଛର କାରଣ ମାନବିକ ତ୍ରୁଟି ବୋଲି କହିଛି। ୨୦୨୧ ଡିସେମ୍ବରରେ କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିଲା ସଂସଦୀୟ କମିଟି ରିପୋର୍ଟ: ତ୍ରୟୋଦଶ ପ୍ରତିରକ୍ଷା ଯୋଜନାରେ ବାୟୁସେନାର ୩୪ଟି ଦୁର୍ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଜେନେରାଲ ରାୱତଙ୍କ ମୃତ୍ୟୁ ପଛରେ ‘ମାନବିକ ତ୍ରୁଟି’କୁ କାରଣ ଦର୍ଶାଇଛି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ଵତ୨୦୨୧ ଡିସେମ୍ବର ୮ ତାରିଖରେ ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏବଂ ସଂସଦୀୟ କମିଟି ରିପୋର୍ଟରେ କୁହାଯାଇଛି ଯେ ସେଦିନ ଘଟିଥିବା ଦୁର୍ଘଟଣାର କାରଣ ‘ମାନବୀୟ ତ୍ରୁଟି’ ଥିଲା। ତାମିଲନାଡୁର କୁନୁର ନିକଟରେ…

Read More