Author: Purva Paksha

Parliament Scuffle Row : ସଂସଦ ବାହାରେ ଧସ୍ତାଧସ୍ତିରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷଡ଼ଙ୍ଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ହସ୍ପିଟାଲରେ ରାଜନାଥ ସିଂହ ଓ ଅନ୍ୟ ନେତାମାନେ ତାଙ୍କୁ ଭେଟିଥିଲେ। ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ହୃଦରୋଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହେଲେ ଦୁଇ ସାଂସଦ, ଅବସ୍ଥା ସ୍ଥିର ଉଭୟ ସାଂସଦଙ୍କ ମୁଣ୍ଡରେ ଆଘାତ ଓ ରକ୍ତଚାପ ସମସ୍ୟା ରହିଛି : ଡାକ୍ତର ସଂସଦ ବାହାରେ ହୋଇଥିବା ଧସ୍ତାଧସ୍ତିରେ ଆହତ ହୋଇଥିବା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ରହିଛି। ଏନଡିଏ-ଇଣ୍ଡି ମେଣ୍ଟର…

Read More