Author: Purva Paksha

Naveen and BJD future : ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ସମେତ ପ୍ରାୟ ସମସ୍ତ ପ୍ରମୁଖ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ ଅବଦାନର ଛାପ ସୁସ୍ପଷ୍ଟ। ଭାସ୍କର ପରିଚ୍ଛା ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଏବଂ ଉତ୍‍ଥାନ ଓଡ଼ିଶା ରାଜନୀତିରେ ଏକ ଯୁଗାନ୍ତକାରୀ ସନ୍ଧିକ୍ଷଣ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧିବ୍ୟାପୀ ଅକ୍ଷୁର୍ଣ୍ଣ ରହିଥିବା ତାଙ୍କ ପତିଆରା, ପ୍ରଭାବ ଓ ଲୋକପ୍ରିୟତାର ମାତ୍ରା ଏତେ ଅଧିକ ଥିଲା ଯେ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରାଶାସନିକ ଢାଞ୍ଚା ଓ ରାଜନୈତିକ ଇତିହାସକୁ ଦୁଇ ଭାଗରେ ବିଭାଜିତ କରାଯାଏ, ଯଥା ନବୀନଙ୍କ ପୂର୍ବବର୍ତ୍ତୀ କାଳଖଣ୍ଡ ଓ ନବୀନଙ୍କ ପରବର୍ତ୍ତୀ କାଳଖଣ୍ଡ। ୨୦୦୦ରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ନିର୍ବାଚିତ ହୋଇଥିଲେ । https://purvapaksa.com/one-nation-one-election-a-perspective/ ପରବର୍ତ୍ତୀ ସମସ୍ତ ନିର୍ବାଚନରେ ବିଜୟ ଲାଭ କରି ସେ ଓଡ଼ିଶାର ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ…

Read More