Author: Purva Paksha

Aparajita : ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କାଙ୍କୁ ଯେଉଁ ବ୍ୟାଗ୍ ଉପହାର ଦେଇଛନ୍ତି ସେଥିରେ ’୧୯୮୪’ ଲେଖା ରହିଥିବାବେଳେ ରକ୍ତ ବୁନ୍ଦା ଚିତ୍ର ରହିଛି। ସଂସଦରେ ଗତ କିଛିଦିନ ହେଲା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବ୍ୟାଗକୁ ବଡ଼ ଚର୍ଚ୍ଚା ଲାଗି ରହିଛି । ଏହି ଚର୍ଚ୍ଚା ଭିତରେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଯାହାକୁ ନେଇ ଦେଶବ୍ୟାପୀ ଏବେ ଆଲୋଚନାର ବିଷୟବସ୍ତୁ ହୋଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ବ୍ୟାଗ୍ ଉପହାର ଦେଇଛନ୍ତି ସେଥିରେ ’୧୯୮୪’ ଲେଖା ରହିଥିବାବେଳେ ରକ୍ତ ବୁନ୍ଦା ଚିତ୍ର ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା। ଏଥିରେ ସାରାଦେଶରେ ପ୍ରାୟ ଏହ ହଜାର…

Read More